
କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସୁସମନ୍ଵୟରେ ଓଡ଼ିଶାର ବିକାଶ ତ୍ୱରାନ୍ୱିତ ହେଉଛି। ଏହି କ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ପ୍ରସ୍ତାବକୁ ଗ୍ରହଣ କରି ନୀତି ଆୟୋଗ ଓଡ଼ିଶାର ଆହୁରି ୧୧ ଟି ବ୍ଲକକୁ ଆକାଂକ୍ଷୀ ବ୍ଲକ ଭାବେ ଘୋଷଣା କରିଛନ୍ତି । ଆକାଂକ୍ଷୀ ବ୍ଲକ ଯୋଜନା ଏକ ସର୍ବସ୍ପର୍ଶୀ ଓ ସର୍ବସମାବେଶୀ ବିକାଶ…
— CMO Odisha (@CMO_Odisha) July 22, 2025
Tags: prameyanews